Featuredଅନ୍ୟାନ୍ୟ

ଅଦନାନ୍ ଅହମ୍ମଦକୁ କରାଚିରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା

ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଅଦନାନ୍ ଅହମ୍ମଦକୁ କରାଚିରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି ।

୨୦୧୬ ରେ ଜାମ୍ମୁ କାଶ୍ମୀରର ପାମ୍ପୋର ଅଞ୍ଚଳରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥଲା ଅଦନାନ ଅହମ୍ମଦ । ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାନଙ୍କୁ ବିଦେଶରେ ବିଶେଷ କରି ଏବେ ପାକିସ୍ତାନରେ ଜଣକ ପରେ ଜଣକୁ ହତ୍ୟା ଚାଲିଛି । ଅଜ୍ଞାତ ଆତତାୟୀଙ୍କ ଦ୍ଵାରା ଏମାନଙ୍କୁ କିଏ ହତ୍ୟା କରୁଛି କିଛି ଜଣାପଡିନି ।

Related Articles

Back to top button
WP Twitter Auto Publish Powered By : XYZScripts.com