Featuredଅନ୍ତର୍ଜାତୀୟ

ଡୋନାସ୍କରେ ରୁଷିଆ ପ୍ରଚଣ୍ଡ ଆକ୍ରମଣ

ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ପୁଟିନ୍ ବାହିନୀ । ପୂର୍ବ ୟୁକ୍ରେନର ଡୋନେସ୍କ ଅଞ୍ଚଳରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷିଆ । ଏଥିରେ ୨୪୦ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏପରି ଦାବି କରିଛି । ୟୁକ୍ରେନରେ ଥିବା ତମାମ ଅଞ୍ଚଳ ଉପରେ କ୍ରେମଲିନ୍ ଘନଘନ ଆକ୍ରମଣ କରୁଛି । ଯୁଦ୍ଧକୁ ବର୍ଷେ ପୁରିଥିବାରୁ ରୁଷିଆ ଏହାର ସାମରିକ ଅଭିଯାନକୁ ଆହୁରି ବ୍ୟାପକ କରିପାରେ ବୋଲି ଆଶଙ୍କା କରାଯାଉଥିଲା । କାରଣ ବର୍ଷକ ଭିତରେ ରୁଷିଆ ଆଶା କରୁଥିବା ସଫଳତା ତାକୁ ମିଳିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com