ଅନ୍ୟାନ୍ୟ

ରାଜ୍ୟର ସମସ୍ତ ପୋଲିସ ଥାନାରେ F.I.R. ଦେବ B.J.P.

ଭୁବନେଶ୍ୱର, ୦୨/୦୩/୨୦୨୩ –   ଲୋୟର PMGରେ ମଙ୍ଗଳବାର ବି.ଜେ.ପି କର୍ମୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଶୁକ୍ରବାର ରାଜ୍ୟର ସମସ୍ତ ପୋଲିସ ଥାନାରେ F.I.R. ଦେବ B.J.P. । ଏହି F.I.R. ପୋଲିସ D.G, ପୋଲିସ କମିଶନର ଏବଂ ଭୁବନେଶ୍ୱର D.C.Pଙ୍କ ବିରୁଦ୍ଧରେ ଦିଆଯିବ ।

ଯଦି F.I.R. ଥାନାରେ ଗ୍ରହଣ କରାନଯାଏ ତେବେ B.J.P. କୋର୍ଟର ଦ୍ୱାରସ୍ଥ ହେବ । ରାଜ୍ୟ B.J.P. ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ଏହା ସହିତ ରାଜ୍ୟର ସମସ୍ତ S.P ଅଫିସ ଆଗରେ ଆସନ୍ତା ୪ ତାରିଖରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com