ଅନ୍ୟାନ୍ୟ

ATM ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୋଲିସ

  ଭୁବନେଶ୍ୱର, ୧୬/୦୧/୨୦୨୩ –    ATM ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଗ୍ୟାଙ୍ଗର ମୋଟ ୩ ଜଣଙ୍କୁ କାବୁ କରିଛି କମିଶନରେଟ ପୋଲିସ । ଏମାନଙ୍କ ମଧ୍ୟରୁ ଜଣଙ୍କୁ ଛାଡିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖିଛି । ମୁଖ୍ୟ ଅଭିଯୁକ୍ତର ନାମ ମନୋଜ ହୋଇଥିବା ବେଳେ ଘର ଗଞ୍ଜାମ ଜିଲ୍ଲାରେ । ମନୋଜର ସହଯୋଗୀ ଶ୍ୟାମସୁନ୍ଦର ଆଚାରୀକୁ ମଧ୍ୟ ଅଟକ ରଖିଛି ପୋଲିସ । ଅଭିଯୁକ୍ତଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ମାମଲା ରହିଛି । କମିଶନରେଟ ପୋଲିସ ପକ୍ଷରୁ ବୈଦ୍ୟନାଥପୁର, ଗୋଶାଣୀ ନୂଆଗାଁ ଓ କମାପଲ୍ଲୀରେ ଚଢ଼ାଉ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com