ଅନ୍ୟାନ୍ୟ

ସୁଖୋଇ-୩୦ MKIରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସାମ, ୦୮/୦୪/୨୦୨୩-    ସୁଖୋଇ-୩୦ MKI ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ପୋଷାକରେ ଆସାମ ତେଜପୁର ବାୟୁସେନା ଷ୍ଟେସରୁ ଉଡାଣ ଭରିଲେ ରାଷ୍ଟ୍ରପତି । ତେବେ ଖୁବ ସ୍ୱଳ୍ପ ସମୟ ପାଇଁ ଏହି ଯାତ୍ରା ରହିଥିଲା ।

ଏହା ପୂର୍ବରୁ ୨୦୦୯ରେ ତତ୍କାଳିନ ରାଷ୍ଟ୍ରପତି ପ୍ରତିଭା ସିଂ ପାଟିଲ ମଧ୍ୟ ପୁଣେ ଏୟାରବେସରୁ ଲଢୁଆ ବିମାନରେ ଉଡ଼ାଣ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ବି ସୁଖୋଇ-୩୦ରେ ବସି ୩୦ ମିନିଟ୍ ଧରି ଉଡିଥିଲେ  ।

Related Articles

Back to top button
WP Twitter Auto Publish Powered By : XYZScripts.com