ଜାତୀୟ

ବର୍ତ୍ତମାନ ମୁକେଶ ଅମ୍ବାନୀ ଆଉ ଏକ ସେକ୍ଟରରେ ଧମାଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି

ବର୍ତ୍ତମାନ ମୁକେଶ ଅମ୍ବାନୀ ଆଉ ଏକ ସେକ୍ଟରରେ ଧମାଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଆମେରିକୀୟ ଏଣ୍ଟରଟେନମେଣ୍ଟ କମ୍ପାନୀ ୱାଲ୍ଟ ଡିଜନୀ(Walt Disney Co.) ମଧ୍ୟରେ ମିଶ୍ରଣ(merger)କୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଭାରତରେ ଦେଖାଦେଇଥିବା କଡ଼ା ପ୍ରତିଦ୍ୱନ୍ଦିତା ଯୋଗଁ ଡିଜନୀ ଏଭଳି ନିଷ୍ପତ୍ତି ନେଇଛି । ଏନେଇ ଦୁଇ କମ୍ପାନୀଙ୍କ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ପ୍ରକାଶ ପାଇ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com