Featuredଜାତୀୟରାଜନୀତି

ମୋଦୀଙ୍କ ‘ମନ୍ କି ବାତ୍’ ର ଆଜି ୯୯ତମ ଏପିସୋଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚଳିତ ବର୍ଷ ପାଇଁ ‘ମନ୍ କି ବାତ୍’ ପୋଗ୍ରାମ ଜରିଆରେ ଦେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ର ୯୯ ତମ ଏପିସୋଡ ଆଜି ସକାଳ ୧୧ ଟାରେ ପ୍ରସାରିତ ହେବ । ୩ ଅକ୍ଟୋବର ୨୦୧୪ର ବିଜୟାଦଶମୀରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୯୮ଟି ଏପିସୋଡ ସରିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com