ବାଣିଜ୍ୟ

ପୁଣି ରେପୋ ରେଟ୍ ବଢାଇପାରେ ଆରବିଆଇ

ଦେଶରେ ଖୁଚୁରା ମୁଦ୍ରାଢୀତି ଏବେ ବି ଆରବିଆଇ ଦ୍ବାରା ଧାର୍ଯ୍ୟ ଲକ୍ଷ୍ୟ ଉପରେ ରହିଛି । ମୁଦ୍ରାସ୍ତ୍ରୀତି ୬ ପ୍ରତିଶତ ତଳେ ରଖୁବାରେ ଆରବିଆଇ ବିଫଳ ହୋଇଛି । ବିଶ୍ବର ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସହ ଆମେରିକାର ଫେଡେରାଲ ବ୍ୟାଙ୍କ ମଧ୍ୟ ସୁଧ ହାର ବଢାଇବାରେ ଲାଗିଛି । ଏହାରି ଭିତରେ ଆରବିଆଇ ମଧ୍ୟ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବଢାଇପାରେ । ଏପ୍ରିଲ ୬ରେ ହେବାକୁ ଏହାର ମୁଦ୍ରା ନୀତି ବୈଠକରେ ଏହି ଘୋଷଣା କରିପାରେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଦ୍ରା ନୀତି କିମିଟି ଆସନ୍ତା ଏପ୍ରିଲ ୩, ୫ ଏବଂ ୬ରେ ବୈଠକ କରିବ । ଏଥରେ ଘରୋଇ ଏବଂ ବୈଶିକ ପ୍ରଙ୍ଗସ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ହି-ମାସିକ ମୁଦ୍ରା ନୀତି ଉପରେ ଆଲୋଚନା କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com