Featuredଜାତୀୟରାଜନୀତି

ନିର୍ବାଚନ ଲଢ଼ିବେ ନାହିଁ ୟେଦୁରପ୍ପା

ବୁଧବାର ଦିନ ଏକ ବଡ ଘୋଷଣା କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । ଚଳିତ ବିଧାନସଭା ନିର୍ବାଚନ ସେ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ୟେଦୁରପ୍ପ ବୟସାଧିକ କାରଣରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ଏହାସହ ସେ ନିର୍ବାଚନ ପ୍ରଚାର କରି ପୁଣି ରାଜ୍ୟରେ ବିଜେପିକୁ କ୍ଷମତାସୀନ କରାଇବାକୁ କହିଛନ୍ତି ।

ୟେଦୁରପ୍ପା କହିଛନ୍ତି କି ଚଳିତ ବିଧାନସଭା ନିର୍ବାଚନରେ ବିଜେପି କର୍ଣ୍ଣାଟକରେ ପୂର୍ଣ୍ଣ ବହୁମତ ହାସଲ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଳ ପୁଣି କର୍ଣ୍ଣାଟକରେ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି । ଏହାସହ ସେ କଂଗ୍ରେସ ଆଣିଥିବା ୪୦ ପ୍ରତିଶତ କମିଶନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com