ଅନ୍ୟାନ୍ୟ

ରାଜ୍ୟ ସ୍ତରୀୟ ଓଡ଼ିଶା ଦିବସ ସମାରୋହ -୨୦୨୩ ଫଟୋଚିତ୍ର ପ୍ରଦର୍ଶିତ

ଭୁବନେଶ୍ୱର, ୦୧/୦୪/୨୦୨୩ –   ଉତ୍କଳ ଦିବସ ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସ୍ତରୀୟ ଓଡ଼ିଶା ଦିବସ ସମାରୋହ -୨୦୨୩ ଫଟୋଚିତ୍ର ପ୍ରଦର୍ଶନୀ ଉତ୍ସବ । ମୁଖ୍ୟ ଅତିଥି ଭାବେ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ପ୍ରଥମେ ଜୟଦେବ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କରି ଫଟୋଚିତ୍ରକୁ ବୁଲି ଦେଖିଥିଲେ । ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଓଡ଼ିଶା ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ନେଇଥିବା ଓଡ଼ିଆ ପୁଅଝିଅ ଓ ସ୍ବାଧିନତା ସଂଗ୍ରାମୀମାନଙ୍କ ଅକୁହା ଗାଥା ସ୍ଥାନିତ କରାଯାଇଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଶାସନିକ ସ୍ତରରେ ସେତେବେଳେ କରାଯାଇଥିବା ପ୍ରୟାସକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com