ଜାତୀୟ

ବଦଳିବ ପାଞ୍ଚ ହଜାର ବର୍ଷର ପ୍ରାଚୀନ ଐତିହାସିକ ରାଇବଣିଆ ଦୁର୍ଗ

ବଦଳିବ ପାଞ୍ଚ ହଜାର ବର୍ଷର ପ୍ରାଚୀନ ଐତିହାସିକ ରାଇବଣିଆ ଦୁର୍ଗ। ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧୬ କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଜରାଜୀର୍ଣ୍ଣ ଆବସ୍ଥାରେ ପଡିଥିବା ରାଇବଣିଆ ଦୁର୍ଗ ପୁଣି ବଖାଣିବ ଐତିହାସିକର ଗାଥା। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ ।

Related Articles

Back to top button