ମନୋରଞ୍ଜନ

ପରିଣିତି ଚୋପ୍ରାଙ୍କ ସହିତ ବିବାହ ପରେ ରାଘବ ଚଢା ତାଙ୍କର ପ୍ରଥମ ଜନ୍ମଦିନ ପାଳନ

ପରିଣିତି ଚୋପ୍ରାଙ୍କ ସହିତ ବିବାହ ପରେ ଶନିବାର ଅର୍ଥାତ୍‌ ନଭେମ୍ବର ୧୧ରେ ରାଘବ ଚଢା ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀଙ୍କ ଏହି ବିଶେଷ ଦିନରେ ଅଭିନେତ୍ରୀ ତାଙ୍କ ଉପରେ ତାଙ୍କ ଭଲ ପାଇବା ଅଜାଡି ଦେଇଛନ୍ତି।

ସ୍ବାମୀଙ୍କ ପାଇଁ ସେ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି। ପସ୍‌ରିଣିତି ଚୋପ୍ରାଙ୍କ ସ୍ବାମୀ ତଥା ଆମ ଆଦମୀ ପାର୍ଟି ଏମପି ରାଘବ ଚଢାଙ୍କ ଜନ୍ମଦିନ। ଅଭିନେତ୍ରୀଙ୍କ ସ୍ବାମୀଙ୍କୁ ୩୫ବର୍ଷ ବୟସ ହୋଇଛି। ଏଭଳି ସମୟରେ ସେ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com