ଜାତୀୟ

ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କୋର୍ଟରେ ହାଜର ନହେବାରୁ ଏହି ମାମଲାକୁ ନେଇ କୋର୍ଟ ପୂର୍ବତନ ସାଂସଦ ଜୟପ୍ରଦାଙ୍କୁ ଫେରାର ଘୋଷଣା କରିଛନ୍ତି

ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କୋର୍ଟରେ ହାଜର ନହେବାରୁ ଏହି ମାମଲାକୁ ନେଇ କୋର୍ଟ ପୂର୍ବତନ ସାଂସଦ ଜୟପ୍ରଦାଙ୍କୁ ଫେରାର ଘୋଷଣା କରିଛନ୍ତି।

ଜୟାଙ୍କ ବି‌ରୋଧରେ ୮୨ସିଆରପିସିର କାର୍ଯ୍ୟାନୁଷ୍ଠାନ କରି ପୁଲିସ ଅଧ୍ୟକ୍ଷକଙ୍କୁ ଡେପୁଟି ଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦିଅଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com