ଜାତୀୟ

ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମ ଝଟକା

ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମ ଝଟକା। ପତଞ୍ଜଳି ଆୟୁର୍ବେଦ ସହ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ବାଲକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ବିଭିନ୍ନ ରୋଗରୁ ଉପଶମ ନେଇ ଭ୍ରମିତ କରୁଥିବା ବିଜ୍ଞାପନକୁ ନେଇ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଭବିଷ୍ୟତରେ ଏଭଳି ସାମଗ୍ରୀ ନେଇ ଭ୍ରମିତ କରୁଥିବା ବିଜ୍ଞାପନ ପ୍ରଚାର କଲେ ୧ କୋଟି ଲେଖାଏଁ ଜୋରିମାନା ହେବ ବୋଲି ଚେତାଇ ଦେଇଛନ୍ତି ଜଷ୍ଟିସ ଅମାନୁଲ୍ଲା।

Related Articles

Back to top button