ଓଡ଼ିଶା

ଉଦଘାଟିତ ହୋଇଛି ସୁନାଲଟି ଠାରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷିତ କୁସୁମୀ ବ୍ୟାରେଜ।

ଚାଷୀଙ୍କ ମୁହଁରେ ହସ। ଦୂର ହୋଇଛି ଦୀର୍ଘ ଦିନର ସମସ୍ୟା । ଉଦଘାଟିତ ହୋଇଛି ସୁନାଲଟି ଠାରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷିତ କୁସୁମୀ ବ୍ୟାରେଜ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ପ୍ରକଳ୍ପ ଦ୍ବାରା ନୟାଗଡ଼ ,ଖଣ୍ଡପଡା ଭାପୁର, ଏବଂ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକର ୧୩ ହଜାର ୭ ଶହ ୪୫ ହେକ୍ଟର ଚାଷ ଜମି ଜଳ ସେଚିତ ହେବ। ପ୍ରକଳ୍ପ ପାଇଁ ୩ଶହ ୨୯ କୋଟି ଟଙ୍କାରେ ନିର୍ମାଣ ହୋଇଛି ବ୍ୟାରେଜ ।

Related Articles

Back to top button
WP Twitter Auto Publish Powered By : XYZScripts.com