କ୍ରୀଡ଼ା

ଟୁର୍ନାମେଣ୍ଟରେ ମାତ୍ର ୪୧ ବଲରେ ଶତକ

ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ଗୁଜରାଟ ଟାଇଟନ୍ସରୁ ରିଲିଜ କରାଯାଇଥିବା ଉର୍ଭିଲ ପଟେଲ। ଟୁର୍ନାମେଣ୍ଟରେ ମାତ୍ର ୪୧ ବଲରେ ଶତକ ମାରି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏବେ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଦ୍ୱିତୀୟ ଖେଳାଳି ପାଲଟିଛନ୍ତି।

ତେବେ ଆଇପିଏଲ୍‌ ଅକ୍ସନ ପୂର୍ବରୁ ଉର୍ଭିଲଙ୍କୁ ନିକଟରେ ଗୁଜରାଟ ରିଲିଜ କରିଥିଲା। ସେ ଆଇପିଏଲ୍‌ ୨୦୨୩ ନିଲାମ ସମୟରେ ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରାଯାଇଥିଲା।

Related Articles

Back to top button