ମନୋରଞ୍ଜନ

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’। ୧୭ତମ ସିଜନରେ ଅନେକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏବେ ଆଉ ଜଣେ ହେଲେ ବିଦା। ସେ ହେଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଫିନାଲେ ସପ୍ତାହରେ ଘରେ ଥିବା ସମସ୍ତ ସଦସ୍ୟ ନୋମିନେଟ୍‌ ହୋଇଥିଲେ।

ତେବେ କମ୍‌ ଭୋଟ ମିଳିବା କାରଣରୁ ସେ ଶୋ’ରୁ ବାହାର ହୋଇଥିବା ସ୍ପଷ୍ଟ ହୋଇଛି। ଗତ ସପ୍ତାହରେ ଆୟଶା ଖାନ୍‌ ଏବଂ ଇଶା ମାଳବୀୟ ବାହାର ହୋଇଥିଲେ।

Related Articles

Back to top button