Breaking NewsFeaturedଓଡ଼ିଶା

ଡିସେମ୍ବେର ୧ରୁ ରାଜ୍ୟର କୌଣସି ଜିଲ୍ଲାରେ ଗଡିବ ନାହିଁ ଘରୋଇ ବସ

ପୁଣି ହେବ ଘରୋଇ ବସ୍ ଧର୍ମଘଟ । ସରକାର ଦାବି ନଶୁଣିଲେ ଡିସେମ୍ବେର ୧ରୁ ରାଜ୍ୟର କୌଣସି ଜିଲ୍ଲାରେ ଗଡିବ ନାହିଁ ଘରୋଇ ବସ । ଧର୍ମଘଟ ପୂର୍ବରୁ ବିଧାନସଭା ଆଗରେ ଧାରଣା ଦେବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

ଆସନ୍ତା ୨୨ ତାରିଖରୁ ଲୋୟର ପିଏମଜିରେ ଧାରଣା ଦେବେ ହଜାରେରୁ ଅଧିକ ବସ ମାଲିକ। ଧାରଣା ସତ୍ୱେ ଯଦି ସରକାର କୌଣସି ପଦକ୍ଷେପ ନନିଅନ୍ତି ତେବେ ଘରୋଇ ବସ ଚକା ଜାମ କରାଯିବ। କଟକରେ ଘରୋଇ ବସ ମାଲିକ ସଂଘର ବୈଠକ ପରେ ଏହି ନିଷ୍ପତି ନିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com