Breaking NewsFeaturedଓଡ଼ିଶା

ରାଜ୍ୟରେ ବଢୁଛି ରପ୍ତାନୀ ଅଭିବୃଦ୍ଧି ହାର ,ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଏୟାର କାର୍ଗୋ ସେବା

ରାଜ୍ୟରେ ବଢୁଛି ରପ୍ତାନୀ ଅଭିବୃଦ୍ଧି ହାର। ଗତ ପାଞ୍ଚ ବର୍ଷରେ ଏହା ୬୪ ପ୍ରତିଶତ ବଢିଛି । ଷ୍ଟେଟ ଏକ୍ସପୋର୍ଟ ଆଓ୍ବାର୍ଡ ବିତରଣ ଅବସରରେ ଏହି ତଥ୍ୟ ରଖିଛି ଏମଏସଏମଇ ବିଭାଗ । ରପ୍ତାନୀରେ ଉଡ଼ାଣ ଭରିବାକୁ ଡିସେମ୍ବରରୁ ଭୁବନେଶ୍ବର ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଏୟାର କାର୍ଗୋ ସେବା ଆରମ୍ଭ ହେବାକୁ ଯାଉଛି ।

ଓଡ଼ିଶା ମେଟାଲ, ମିନେରାଲ, କେମିକାଲ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ଭଲ ରପ୍ତାନୀ ଚାଲିଛି । ରପ୍ତାନୀରେ ରେକର୍ଡ କରିବ ଓଡ଼ିଶା । ସାରଥି ସାଜିବ ବିଜୁ ପଟ୍ଟନାୟକ ବିମାନ ବନ୍ଦର । ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଏୟାର କାର୍ଗୋ ସେବା ।

Related Articles

Back to top button
WP Twitter Auto Publish Powered By : XYZScripts.com