Featuredଓଡ଼ିଶା

ଶିକ୍ଷକ ବଦଳି ପାଇଁ ଆବେଦନ ପ୍ରକ୍ରିୟା କାର୍ଯ୍ୟକ୍ରମ ଡିସେମ୍ବର ୧ରୁ ୧୦ତାରିଖ ମଧ୍ୟରେ

ଚଳିତ ଶିକ୍ଷାବର୍ଷରେ ଶିକ୍ଷକ ବଦଳି ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ୨୬ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଶିକ୍ଷକ ବଦଳି କ୍ୟାଲେଣ୍ଡର ଜାରୀ କରାଯାଇଛି।

ବଦଳି ପାଇଁ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଆବେଦନ କରିପାରିବେ। ସମସ୍ତ ଆବେଦନକୁ ଡିସେମ୍ବର ୧ରୁ ୧୦ତାରିଖ ମଧ୍ୟରେ ଜିଲ୍ଲା କିମ୍ବା ବ୍ଲକ ଶିକ୍ଷା ଅଧିକାରୀମାନେ ଯାଞ୍ଚ କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com