ମନୋରଞ୍ଜନ

ନିଜର ସଂସ୍କୃତିକୁ ଭୁଲି ନ ଥାନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

ବିଦେଶରେ ରହି ବି ନିଜର ସଂସ୍କୃତିକୁ ଭୁଲି ନ ଥାନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ସେ ହୋଲି ହେଉ କି ଦୀପାବଳି ସେ ବେଶ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ଏବେ ତାଙ୍କ ସହ କୁନି ଝିଅ ମାଳତୀ ମୈରୀ ମଧ୍ୟ ଦୀପାବଳି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

ଏହାର ଝଲକ ପିସି ତାଙ୍କ ସୋସିଆଲ ଆକାଉଣ୍ଟରେ କରିଛନ୍ତି ଶେୟାର। ଯେଉଁଥିରେ ମାଳତୀଙ୍କ ପ୍ରଥମ ରଙ୍ଗୋଲି ଦେଖିବାକୁ ମିଳୁଛି। ପିସି ମଧ୍ୟ ପ୍ରଶଂସକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ନିକ୍‌ଙ୍କୁ ବିବାହ ପରେ ପିସି ଆମେରିକାରେ ରହୁଛନ୍ତି।

Related Articles

Back to top button