କ୍ରୀଡ଼ା

ଆସୁଛନ୍ତି ଦୁଆ ଲିପା

ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ଦିନଠାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେହି ଭାରତୀୟ ଯେଉଁମାନେ କ୍ରିକେଟ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି ସେମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରିଛନ୍ତି।

ଏହି ଅପେକ୍ଷା ବିଶ୍ୱକପ ଫାଇନାଲରେ ପରଫର୍ମ କରିବାକୁ ଆସୁଥିବା ଦୁଆ ଲିପାଙ୍କ ପାଇଁ। ଭାରତରେ ଲିପାଙ୍କ ଆଗମନ ଘୋଷଣା ହେବା ପରଠାରୁ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ତାଙ୍କ ପ୍ରବେଶ ବିଶ୍ୱକପ ୨୦୨୩ ପାଇଁ ଉତ୍ସାହକୁ ଆହୁରି ବଢାଇ ଦେଇଛି।

Related Articles

Back to top button