Breaking NewsFeaturedସ୍ୱାସ୍ଥ୍ୟ

୩୪୯ ନୂଆ ଆମ୍ବୁଲାନ୍ସ

ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୋଟ ୩୪୯ ନୂଆ ଆମ୍ବୁଲାନ୍ସ ସାମିଲ ହୋଇଛି। ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ଏହି ନୂଆ ଆମ୍ବୁଲାନ୍ସ ଯୋଗ ଦେଇଛନ୍ତି।

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଆମ୍ବୁଲାନ୍ସ ସବୁକୁ ଉତ୍ସର୍ଗ କରିଛନ୍ତି। କିଛି ଦିନ ପୂର୍ବରୁ ଏହି ଆମ୍ବୁଲାନ୍ସ ଗୁଡିକର ଡ୍ରାଏରନ କରାଯାଇଥିଲା। ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ ସାମିଲ କରିଛନ୍ତି ରାଜ୍ୟ ସରକାର।

Related Articles

Back to top button
WP Twitter Auto Publish Powered By : XYZScripts.com