ସ୍ୱାସ୍ଥ୍ୟ

ରାୟଗଡ଼ାରେ ଡ୍ରୋନ୍ ସ୍ବାସ୍ଥ୍ୟସେବା

ରାୟଗଡ଼ା ଜିଲ୍ଲାରେ ଡ୍ରୋନ୍ ସ୍ବାସ୍ଥ୍ୟସେବା ଶୁଭାରମ୍ଭ ହୋଇଛି। ଅନୁସୂଚିତ ଜନଜାତି ଓ ଜନ ଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକା ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ପ୍ରଥମେ ପ୍ରତିଷେଧକ ଟିକା ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ କରାଯାଇଥିଲା। ଥରକେ ପ୍ରାୟ ୧.୫ କେଜି ଓଜନ ଔଷଧ ବା ସ୍ୱାସ୍ଥ୍ୟ ଉପକରଣ ପରିବହନ କରାଯାଇପାରିବ। ହାଇବ୍ରିଡ୍ ଡ୍ରୋନ୍ ବ୍ୟବହାର କରି ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଔଷଧ ସହିତ ବିଭିନ୍ନ ଚିକିତ୍ସା ଉପକରଣକୁ ଆକାଶମାର୍ଗ ଜରିଆରେ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ଯୋଗାଇ ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com