କ୍ରୀଡ଼ା

ମ୍ୟାଚ ପାଇଁ ସ୍ବତନ୍ତ୍ର ଟ୍ରେନ

ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ହାଇ ପ୍ରୋଫାଇଲ ମ୍ୟାଚକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ନିଷ୍ପତ୍ତି ନେଇଛି।

ଏହି ଟ୍ରେନଗୁଡିକ ଦିଲ୍ଲୀ ଏବଂ ମୁମ୍ବାଇରୁ ଚଳାଚଳ କରିବ। ବିଶେଷ କଥା ହେଉଛି ଏହି ଟ୍ରେନ ଭଡା ଆଦୌ ମହଙ୍ଗା ହେବ ନାହିଁ। ଟ୍ରେନ ଟିକେଟରେ ଆପଣ ୮୫ରୁ ୯୦ପ୍ରତିଶତ ସଞ୍ଚୟ କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com