ଅନ୍ୟାନ୍ୟ

ୟୁପିଆଇ ଆଇଡି ବନ୍ଦ

ଯଦି ଆପଣ ଗୁଗୁଲ୍ ପେ, ପେଟିଏମ୍ କିମ୍ବା ଫୋନ୍ ପେରେ ୟୁପିଆଇ ବ୍ୟବହାର କାରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡିସେମ୍ବର ୩୧ ରୁ ଅନେକ ବ୍ୟବହାରକାରୀଙ୍କ ୟୁପିଆଇ ଆଇଡି ବନ୍ଦ କରିବାକୁ ଏନପିସିଆଇ ନିର୍ଦ୍ଦେଶ ଦେଇଛି ।

ଗୁଗୁଲ୍ ପେ, ପେଟିଏମ୍ ଏବଂ ଫୋନ୍ ପେ କୁ ଏନପିସିଆଇ ଏକ ସର୍କୁଲାର୍ ଜାରି କରିଛି ଯେ ଏକ ବର୍ଷ ପାଇଁ ଯେଉଁ ୟୁପିଆଇ ଆଇଡି ଆକ୍ଟିଭ୍ ହୋଇନାହିଁ, ଅର୍ଥାତ୍ ଯେଉଁ ଉପଭୋକ୍ତାମାନେ ଗୋଟିଏ ବର୍ଷ ପାଇଁ କୌଣସି ୟୁପିଆଇ ଆଇଡିରୁ କାରବାର କରିନାହାଁନ୍ତି, ତେବେ ତାହା ୩୧ ଡିସେମ୍ବର ୨୦୨୩ରେ ବବ୍ଦ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com