ଅନ୍ୟାନ୍ୟ

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୨୦୨୩ ବର୍ଷର ସବୁଠାରୁ ଅଧିକ ଡିଲିଟ ହୋଇଥିବା ଆପ ହୋଇଛି

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୨୦୨୩ ବର୍ଷର ସବୁଠାରୁ ଅଧିକ ଡିଲିଟ ହୋଇଥିବା ଆପ ହୋଇଛି।

୨୦୨୩ ମସିହାରେ, ୧୦ ଲକ୍ଷ ଲୋକ ଇଣ୍ଟରନେଟରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବା ପାଇଁ କୌଶଳ ଖୋଜିଥିଲେ। ତେବେ ଇନଷ୍ଟାଗ୍ରାମ ଡିଲିଟ କରିଥିବା ୟୁଜରଙ୍କ ସଂଖ୍ୟା ୧,୩୦,୦୦୦ ରହିଛି। ଇନଷ୍ଟାଗ୍ରାମ ଆପ ପରେ ସ୍ନାପଚାଟ ଡିଲିଟ ହୋଇଥିବା ଆପ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com