ଅନ୍ୟାନ୍ୟ

କର୍ମଚାରୀଙ୍କ ବୋନସକୁ ଆକାଉଣ୍ଟକୁ କିମ୍ବା ଚେକ ମଧ୍ୟମରେ ଦିଆଯାଏ

କର୍ମଚାରୀଙ୍କ ବୋନସକୁ ଆକାଉଣ୍ଟକୁ କିମ୍ବା ଚେକ ମଧ୍ୟମରେ ଦିଆଯାଏ । ହେଲେ ଏକ କମ୍ପାନୀ ତାର କର୍ମଚାରୀଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲା । କମ୍ପାନୀ ଏକ ଗେମ ମାଧ୍ୟମରେ ଏହି କ୍ୟାସକୁ ବଣ୍ଟନ କରିଥିଲା ।

ଏହି ଗେମରେ ୫୦୦୦ କର୍ମଚାରୀ ଭାଗ ନେଇଥିଲେ । ସାଉଥ ଚାଇନା ମର୍ଣ୍ଣିଙ୍ଗ ପୋଷ୍ଟର ରିପୋର୍ଟ ମୁତାବକ, କମ୍ପାନୀ କର୍ମଚାରୀଙ୍କ ପାଇଁ ଟଙ୍କା ଗଣିବାର ଗେମ ରଖିଥିଲା । ଏହି ଗେମରେ ଯିଏ ଯେତେ ଗଣି ପାରିବ ସିଏ ସେତେ ଟଙ୍କା ନିଜ ଘରକୁ ନେଇଯାଇଥିଲା। ସୋସିଆଲ ମିଡିଆରେ ଏହା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com