ଅନ୍ୟାନ୍ୟ

ଟ୍ରାଙ୍କୁଲାଇଜ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀ

   ଭୁବନେଶ୍ୱର, ୧୦/୦୧/୨୦୨୩ –   ପୁରୀରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀକୁ ମଙ୍ଗଳବାର ଟ୍ରାଙ୍କୁଲାଇଜ କରିଛି ବନ ବିଭାଗ । ଚନ୍ଦକାରୁ ଚନ୍ଦନପୁରର ଚାଲି ଆସିଥିଲା ଏହି ହାତୀ । ତେବେ ଟ୍ରାଙ୍କୁଲାଇଜ କରାଯାଇଥିବା ହାତୀଟିକୁ କେଉଁ ଜଙ୍ଗଲରେ ଛଡ଼ାଯିବ ଏନେଇ ବନ ବିଭାଗ କିଛି ସୂଚନା ଦେଇନାହିଁ । ରାତି ସାରା ବନ ବିଭାଗର ଚେଷ୍ଟାପରେ ଆଜି ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀକୁ କାବୁ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com