Breaking Newsଜାତୀୟ

ସକାଳ ସୂର୍ଯ୍ୟ ଦେଖିବେ ୪୧ ଶ୍ରମିକ

ଉତ୍ତରକାଶୀ ଟନେଲରେ ଫସିଛନ୍ତି ୪୧ ଶ୍ରମିକ। ଏହାରି ମଧ୍ୟରେ ବିତିଗଲାଣି ୧୧ ଦିନ। ଦିନରାତି ଏକ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍।

ଏପର୍ଯ୍ୟନ୍ତ ଟନେଲର ୩୯ ମିଟର ପର୍ଯ୍ୟନ୍ତ ଖନନ କରାଯାଇଛି। ସମୁଦାୟ ୫୭ ରୁ ୬୦ ମିଟର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ଉଦ୍ଧାରକାରୀ ଟିମର ସଦସ୍ୟ କହିଛନ୍ତି । ଯଦି ସବୁ କିଛି ଠିକ୍ ରୁହେ ତେବେ ଆଜି ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ଟନେଲ ଧସିବା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ଆଣି ରଖାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com