ରାଜନୀତି
ପେଟ୍ରୋଲ ପକାଉଥିଲେ ସାବଧାନ
ପେଟ୍ରୋଲ ପକାଉଥିଲେ ସାବଧାନ। ରାଜ୍ୟରେ ପେଟ୍ରୋଲ ପମ୍ପରେ ଚାଲିଛି ହେରଫେର।
ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉତ୍ତରରୁ ସାମନାକୁ ଆସିଛି ଏହି ତଥ୍ୟ। ଗତ ବର୍ଷ ରାଜ୍ୟରେ ବିଭାଗ ଚଢାଉ କରି ୨୪ ଟି ମାମଲା କରିଥିବା ବେଳେ ୩ ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଆଦାୟ କରିଛି।
ସେହିପରି ମୋଟ ୩ ବର୍ଷରେ ୮୩ ମାମଲାରେ ୧୦ ଲକ୍ଷ ୬୬ ହଜାର ଫାଇନ ଆଦାୟ କରିଛି ବିଭାଗ।