କ୍ରୀଡ଼ା

ଟ୍ରାନ୍ସଜେଣ୍ଡର କ୍ରିକେଟରଙ୍କ ଅବସର

ଆଇସିସି ଟ୍ରାନ୍ସଜେଣ୍ଡର କ୍ରିକେଟରଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରିବା ପରେ ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର ଡାନିଏଲ ମ୍ୟାକଗେ ତାଙ୍କ ଅବସର ଘୋଷଣା କରିଛନ୍ତି।

କାନାଡା ପାଇଁ ଖେଳୁଥିବା ଦୁନିଆର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର ଡାନିଏଲ ମ୍ୟାକଗେ ଏହି ଆଇସିସି ନିଷ୍ପତ୍ତି ପରେ ସେ ନିରାଶ ହୋଇ ଅବସର ଘୋଷଣା କରିଛନ୍ତି। ଡାନିଏଲ ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର ଭାବରେ କାନାଡାର ଅନ୍ତର୍ଜାତୀୟ କ୍ରିକେଟ ଦଳରେ ଯୋଗ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com