Featuredଅନ୍ୟାନ୍ୟ

କିଛି ଦିନ ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ ହେବାକୁ ଯାଉଛି

ବନ୍ଦେ ଭାରତ ଏକ୍ସପ୍ରେସ ବର୍ତ୍ତମାନ ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛି। ଭାରତୀୟ ରେଳବାଇ ବନ୍ଦେଭାରତ ଏକ୍ସପ୍ରେସର ଯାତ୍ରାକୁ ଅଧିକ ସୁବିଧାଜନକ କରିବାକୁ ଯାଉଛି ।

ଆଗାମୀ କିଛି ଦିନ ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ ହେବାକୁ ଯାଉଛି । ତେବେ ଏହାର ସମୟସୀମା ମଧ୍ୟ ପ୍ରାୟ ସ୍ଥିର ହୋଇସାରିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି । ବୈଷ୍ଣବ କହିଛନ୍ତି ଯେ ବନ୍ଦେ ଭାରତ ସ୍ଲିପର ଟ୍ରେନ ମାର୍ଚ୍ଚ ୨୦୨୪ ସୁଦ୍ଧା ଚାଲିବା ଆରମ୍ଭ କରିବ।

Related Articles

Back to top button
WP Twitter Auto Publish Powered By : XYZScripts.com