ଅନ୍ୟାନ୍ୟ

ବଦଳିଲା ‘ଓଡିଶା ଅଗ୍ନିଶମ ସେବା’ର ନାମ

ଭୁବନେଶ୍ୱର, ୦୨/୦୨/୨୦୨୩ –   ବଦଳିଲା ‘ଓଡିଶା ଅଗ୍ନିଶମ ସେବା’ର ନାମ । ବର୍ତ୍ତମାନ ଅଗ୍ନିଶମ ବିଭାଗ ‘ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ଭାବରେ ନୂତନ ନାମରେ ନାମିତ ହୋଇଛି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏହାର ନାଁ ଓଡ଼ିଶା ଅଗ୍ନିଶମ ସେବା ଥିଲେ ମଧ୍ୟ ବିଭିନ୍ନ ଜରୁରୀକାଳୀନ ସମୟରେ ଅନେକ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା । କୌଣସି ବିପଦ ସମୟରେ ଉଦ୍ଧାର ଏବଂ ରିଲିଫରେ ଅଗ୍ନିଶମ ସେବାର ଭୂମିକା ବର୍ତ୍ତମାନ ସ୍ପଷ୍ଟ ଭାବରେ ବର୍ଣ୍ଣିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com