Featuredଜାତୀୟ

ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ

ଆଗାମୀ ୨୦୪୭ ସୁଦ୍ଧା ଓଡ଼ିଆମାନେ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବେ। ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ସଂସ୍ଥାନ-ଏନ୍‌‌ଏସ୍‌‌ଟିଆଇପ୍ଲସ୍‌‌ ଭୁବନେଶ୍ୱରର ଶିଳାନ୍ୟାସ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ସଂସ୍ଥାନ ଗରିବ ପିଲାଙ୍କ ପାଇଁ ଗୁରୁକୁଳ ଭଳି କାର୍ଯ୍ୟ କରିବ।

Related Articles

Back to top button
WP Twitter Auto Publish Powered By : XYZScripts.com