କ୍ରୀଡ଼ା

ଭାରତୀୟ କ୍ରୀଡା ପ୍ରାଧୀକରଣର ୩ଟି ଷ୍ଟାଡିୟମରେ

ନୂଆଦିଲ୍ଲୀରେ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମସ୍ । ଏହି କ୍ରୀଡା ମେଳାରେ ୩୨ରାଜ୍ୟ, ୭କେନ୍ଦ୍ର ଶାସିତ ଅଂଚଳ ସମେତ ସର୍ଭିସେସ ସ୍ପୋର୍ଟ୍ସ କଂଟ୍ରୋଲ ବୋର୍ଡର ମୋଟ ୧୩୫୦ରୁ ଉଦ୍ଧ୍ୱର୍ ପାରା କ୍ରୀଡାବିତ ସାମିଲ ହେବେ ।

ଭାରତୀୟ କ୍ରୀଡା ପ୍ରାଧୀକରଣର ୩ଟି ଷ୍ଟାଡିୟମରେ ୭ଦିନ ଧରି ଦିବ୍ୟାଙ୍ଗ କ୍ରୀଡାବିତ ଆଥଲେଟିକ୍ସ, ସୁଟିଂ, ଫୁଟବଲ, ଟେବୁଲ ଟେନିସ ଏବଂ ଭାରତ୍ତୋଳନ ପରି ୭ଟି ପ୍ର୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଦେଶରେ ପାରା କ୍ରୀଡାର ବିକାଶ ପାଇଁ ସରକାରଙ୍କ ପ୍ରୟାସ ଦିଗରେ ଏହା ଏକ ବଡ଼ ପଦକ୍ଷେପ ।

Related Articles

Back to top button
WP Twitter Auto Publish Powered By : XYZScripts.com