ମନୋରଞ୍ଜନ
ତ୍ରିଷାଙ୍କ ଏପରି ବୟାନ
ଭୁଲ୍ କରିବା ମଣିଷର ସ୍ୱଭାବ ଓ କ୍ଷମା ଦେବା ଦେବତାଙ୍କ ଗୁଣ । ସୋଶାଲ ମିଡିଆରେ ଏପରି ପୋଷ୍ଟ କରିଛନ୍ତି ସାଉଥ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ । ତ୍ରିଷା କ୍ରିଷ୍ଣନ ଓ ମନସୁର ଅଲ୍ଲି ଖାନ ବିବାଦକୁ ନେଇ ଏବେ ଚର୍ଚ୍ଚାରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ।
ତ୍ରିଷାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ଅଭିନେତ୍ରୀଙ୍କୁ କ୍ଷମା ମାଗି ସାରିଛନ୍ତି ଅଭିନେତା। ଏପରି କ୍ଷେତ୍ରରେ ଆସିଛି ତ୍ରିଷାଙ୍କ ଏପରି ବୟାନ ।