Breaking Newsଅନ୍ୟାନ୍ୟ

ପ୍ରେସ ଗାଡ଼ିରେ ଗଞ୍ଜେଇ

ଅବକାରୀ ବିଭାଗ ଓ ପୁଲିସକୁ ଚକମା ଦେବା ପାଇଁ ପ୍ରେସ ଲେଖି ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି। ଅଧା ବାଟରେ ମାଡ଼ି ବସିଲା ଅବକାରୀ ବିଭାଗ। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ। ପୁଲିସ ଦମ୍ପତିଙ୍କୁ ଗରଫ କରିଛି।

ସେମାନେ ହେଲେ ମଧ୍ୟପ୍ରଦେଶ କୋତ୍ମା ଅଞ୍ଚଳର ୩୬ ବର୍ଷୀୟ ଅନିଲ ସୋନି ଓ ତାଙ୍କ ପତ୍ନୀ ୩୧ ବର୍ଷୀୟ ରଜନୀ ସୋନି। ପୁଲିସ ଦମ୍ପତିଙ୍କୁ ଗିରଫ କରିବା ସହିତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com