ବିଜ୍ଞାନ ଓ ପ୍ରଯୁକ୍ତି

ଡିପ୍‌ଫେକ୍‌ ଆଲିଆ ଭଟ୍ଟ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍‌ ଫିଚର ଜରିଆରେ ପ୍ରସ୍ତୁତ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚିନ୍ତା ବଢ଼ିଛି। ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅପବ୍ୟବହାର କରାଯାଉଛି।

ପୂର୍ବରୁ ଏହାର ଶିକାର ଅଭିନେତ୍ରୀ ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ୍ ଓ କାଜୋଲ ହୋଇସାରିଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଆଲିଆଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେଉଥିବା ବେଳେ ଭିଡିଓରେ ସେ ଅଶ୍ଲୀଳ ଈଶାରା କରୁଥିବା ଦେଖିବାକୁ ମିଳିଛି।

Related Articles

Back to top button