ଅନ୍ତର୍ଜାତୀୟ

ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି

ଆମେରିକାରେ ୩ଜଣ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି କରାଯାଇଥିଲା, ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଓ୍ବେଷ୍ଟ ବ୍ୟାଙ୍କରେ ଅବସ୍ଥିତ ଛାତ୍ରମାନଙ୍କ ପାଇଁ ଥିବା ବଚପନ ସ୍କୁଲ କହିଛି ଶନିବାର ରାତିରେ ବୁର୍ଲିଂଟନ ଏବଂ ଓ୍ବର୍ମେଂଟରେ ଆମେରିକାର କଲେଜରେ ପଢୁୁଥିବା ୩ଜଣ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି କରାଯାଇଥିଲା।

ବର୍ତ୍ତମାନ ଛାତ୍ରମାନେ ଚିକିତ୍ସିତ ହେଉଛନ୍ତି। ରାମଲ୍ଲାହ ଫ୍ରେଣ୍ଡସ ସ୍କୁଲ ଏକ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ଆମର ୩ଜଣ ଛାତ୍ରଙ୍କୁ ଆମେରିକାର ଓ୍ବର୍ମେଂଟ ବିଶ୍ୱବିଦ୍ୟାଳୟ ଭିତରେ ଗୁଳି କରାଯାଇଛି।

Related Articles

Back to top button