ମନୋରଞ୍ଜନ

ରାଜନୀତିରେ ଯୋଗ ଦେବେ

ଭୋଜପୁରୀ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ଅକ୍ଷରା ସିଂହ ଖୁବଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି। କୁହାଯାଉଛି କି ଅକ୍ଷରା ଏଣକି ଅଭିନୟ ଓ ଗୀତଗାଇବା ସହିତ ରାଜନୀତିରେ ବି ନିଜର ଜଲୱା ଦେଖାଇବେ। ରାଜନୀତିରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ପ୍ରଶାନ୍ତ କିଶୋର ଅକ୍ଷରା ସିଂହଙ୍କୁ ପାର୍ଟିର ସଦସ୍ୟ କରିବେ ବୋଲି ସୂଚନା ମିଳିଛି।

ଅଭିନେତ୍ରୀଙ୍କ ପଟନାର ପାଟଲିପୁତ୍ରସ୍ଥିତ ଜନ ସୁରାଜର ପ୍ରଧାନ କାର୍ଯ୍ୟାଳୟରେ ଦ‌ଳରେ ଯୋଗ ଦେବାରେ ଯୋଜନ‌ା ରହିଛି।

Related Articles

Back to top button