Featuredଅନ୍ୟାନ୍ୟ

୧୫୦୦-୨୦୦୦ଲୋକଙ୍କର ମୃତ୍ୟୁ

ବମ୍ବେ ହାଇକୋର୍ଟ କହିଛନ୍ତି ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟ ଜନସ୍ବାର୍ଥ ମାମଲା ଯୁକ୍ତିର ଅଂଶ ହୋଇପାରିବ ନାହିଁ। ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

ବାସ୍ତବରେ, ପିଟିଶନରେ ଦାବି କରାଯାଇଥିଲା ପ୍ରତିବର୍ଷ ମହାରାଷ୍ଟ୍ରରେ ଅସୁରକ୍ଷିତ ଜଳ ନିଷ୍କାସନ ପରିଚାଳନା ଯୋଗୁଁ ୧୫୦୦-୨୦୦୦ଲୋକଙ୍କର ମୃତ୍ୟୁ ଘଟୁଛି। ମୁଖ୍ୟ ବିଚାରପତି ଡି.କେ ଉପାଧ୍ୟାୟ ଏବଂ ଜଷ୍ଟିସ ଆରିଫ ଡାକ୍ତରଙ୍କ ଡିଭିଜନ ବେଞ୍ଚ ଅଜିତ ସିଂ ଘୋରପେଡଙ୍କ ଏହି ପିଆଇଏଲ ଶୁଣିବାକୁ ମନା କରି ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com