ଅନ୍ୟାନ୍ୟ

ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ

ବମ୍ବେ ହାଇକୋର୍ଟ ପରେ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମଧ୍ୟ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ଅଦାଲତରେ ଦାଖଲ ହୋଇଥିବା ପିଟିଶନରେ ଆବେଦନ କରାଯାଇଥିଲା ପାକିସ୍ତାନୀ କଳାକାରମାନଙ୍କୁ ଭାରତରେ ଅଭିନୟ କିମ୍ବା କାର୍ଯ୍ୟ କରିବାକୁ ଅନୁମତି ଦିଆ ନ ଯାଉ।

କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ମାଗିଥିବା ଏକ ଆବେଦନକୁ ଖାରଜ କରି କୋର୍ଟ ଏନେଇ ତିରସ୍କାର କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କହିଛନ୍ତି ଜଣେ ଏତେ ସଂକୀର୍ଣ୍ଣ ମନୋଭାବ ପୋଷଣ କରିବା ଉଚିତ ନୁହେଁ।

Related Articles

Back to top button
WP Twitter Auto Publish Powered By : XYZScripts.com