କ୍ରୀଡ଼ା

ବୁମ୍‌ରାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌

ଭାରତୀୟ କ୍ରିକେଟ ଦଳର ତଥା ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ବିଶେଷ ବୋଲର ଜସପ୍ରୀତ ବୁମ୍‌ରା ମଙ୍ଗଳବାର ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ୍‌ ପୋଷ୍ଟ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

ବୁମ୍‌ରାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ ଲେଖାଯାଇଥିଲା, ବେଳେବେଳେ ଚୁପ ରହିବା ହେଉଛି ସର୍ବଶ୍ରେଷ୍ଠ ଉତ୍ତର। ବୁମ୍‌ରାଙ୍କ ଏହି ଷ୍ଟାଟସ୍‌ ଦେଖିବା ପରେ ତାଙ୍କ ପ୍ରଶଂସକ ଏବଂ ସମସ୍ତ କ୍ରିକେଟ ପ୍ରଶଂସକ ବୁମ୍‌ରା କେଉଁ କଥାରେ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com