ଅନ୍ୟାନ୍ୟ

ପରବକୁ ମିଳିଲା ଜାତୀୟ ମାନ୍ୟତା

ପରବକୁ ମିଳିଲା ଜାତୀୟ ମାନ୍ୟତା। କୋରାପୁଟର ଆଦିବାସୀ ଲୋକ ମହୋତ୍ସବ ପରବକୁ ଜାତୀୟ ଆଦିବାସୀ ମହୋତ୍ସବ ମାନ୍ୟତା ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଘୋଷଣା କରିଥିବା କହିଛନ୍ତି ରାଜ୍ୟ ଭାଷା, କଳା ଓ ସଂସ୍କୃତି ବିଭାଗ। ଏହାକୁ ନେଇ କୋରାପୁଟ ଜିଲ୍ଲରେ ଏକ ସେଲିବ୍ରେସନର ମାହୋଲ ସୃଷ୍ଟି ହୋଇଛି। କୋରାପୁଟ ଜିଲ୍ଲାରେ ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଏହି ଆଦିବାସୀ ମହୋତ୍ସବ ଏବେ ୨୬ବର୍ଷରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com