ଅନ୍ୟାନ୍ୟ

‘୩୦ ମିନିଟ୍‌ ସମୟ ଦିଅନ୍ତୁ, ମୁଁ ସବୁ ପ୍ରମାଣ ଦେଇଦେବି’

ଭୁବନେଶ୍ୱର- ୦୬ /୧୨ /୨୦୨୨–  ଲେଡି ବ୍ଲାକମେଲର , ଅଭିଯୁକ୍ତ ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଲେ। କହିଲେ ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ । କ୍ୟାପିଟାଲ ହସ୍ପିଟାଲରେ ଗଣମାଧ୍ୟମ ଆଗରେ ସେ ବିସ୍ଫୋରକ ବୟାନ ଦେଇଛନ୍ତି।

ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ୍ ଦରକାର। ମୋତେ ଫସାଇ ଦେଇଛନ୍ତି, ତଥ୍ୟ ପ୍ରମାଣ ସହ ସବୁ ଦେବି। ମୁଁ କାହାକୁ ଛାଡ଼ିବିନି ବୋଲି ଅର୍ଚ୍ଚନା ନାଗଚେତାବନୀ ଦେବା ସହ ସମସ୍ତେ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥି ସହ ସେ ଇଡି ତଦନ୍ତକୁ ସ୍ୱାଗତ କରିବା ସହ ସମୟକୁ ଅପେକ୍ଷା କରିଥିବା କଥା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com