ଅନ୍ୟାନ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ

ଭୁବନେଶ୍ୱର, ୦୬/୦୩/୨୦୨୩ –   ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ । ହାଇଦ୍ରାବାଦରେ ପ୍ରୋଜେକ୍ଟ-K ଫିଲ୍ମର ସୁଟିଂ ଚାଲିଥିବାବେଳେ ଅମିତାଭ ଆହତ ହୋଇଛନ୍ତି । ତେବେ ତାଙ୍କର ଆଘାତ ଗୁରୁତର କି ନାହିଁ ତାହା ଜଣ ପଡ଼ିନାହିଁ । କେବଳ ତାଙ୍କ ମାଂସ ପେଶୀରେ ଆଘାତ ଲଗିଥିବା ନେଇ ଅମିତାଭ ତାଙ୍କ ବ୍ଲଗରେ ସୂଚନା ଦେଇଛନ୍ତି । ଏହାପରେ ଅଧାରୁ ସୁଟିଂ ଵନ୍ଦ କରି ସେ ମୁମ୍ବାଇ ଫେରି ଆସିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଅରମ୍ଭ ହୋଇଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com