ଅନ୍ୟାନ୍ୟ

ପୁରୀ- କୋଣାର୍କ ରାସ୍ତାରେ ସଡ଼କ ଦୁର୍ଘଟଣା

ପୁରୀ, ୧୨/୦୨/୨୦୨୩ –    ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ରବିବାର ସକାଳେ ଟ୍ରାଭେରା ଓ ବାଇକ୍‌ କୋଣାର୍କ ଅଭିମୁଖେ ଯାଉଥିବାବେଳେ ଅଟୋଟି ପୁରୀ ଅଭିମୁଖେ ଯାଉଥିଲା । ଉଭୟ ଟ୍ରାଭେରା ଓ ବାଇକ୍‌ ଚକ ଫାଟିଯିବାରୁ ଅଟୋ ସହ ବାଡେଇ ହେବାରୁ ଦୁର୍ଘଟଣା ଘଟିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com