Featuredଓଡ଼ିଶା

ରୂପାନ୍ତରିତ ହେବ ରାଜଧାନୀର ସବୁ ଶ୍ମଶାନ

ଭୁବନେଶ୍ୱରରେ ବଦଳିବ ଶ୍ମଶାନର ରୂପରେଖ। ରୂପାନ୍ତରିତ ହେବ ରାଜଧାନୀର ସବୁ ଶ୍ମଶାନ। ସତ୍ୟନଗର ଶ୍ମଶାନର ହେବ ନବକଳେବର। ଇଲେକ୍ଟ୍ରିକ ଚୁଲା ଉଠାଯିବା ସହ ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବଦାହ ପାଇଁ ବ୍ୟବସ୍ଥା କରିବ ବିଏମସି।

ଏଥିପାଇଁ ସତ୍ୟନଗର ଶ୍ମଶାନରେ ଭିତ୍ତିସ୍ଥାପନ କରିଛନ୍ତି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ। ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନର ପୁନରୁଦ୍ଧାର କରିବାକୁ ବିଏମସି ଯୋଜନା ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com