ଓଡ଼ିଶା

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର- ମଲକା ସଡ଼ା- ଟାଙ୍ଗଜୋର ଉପରେ ନିର୍ମାଣ ହେଇଛି ବିଜୁସେତୁ

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର- ମଲକା ସଡ଼ା- ଟାଙ୍ଗଜୋର ଉପରେ ନିର୍ମାଣ ହେଇଛି ବିଜୁସେତୁ । ଦୂର ହୋଇଛି ଲୋକଙ୍କ ସମସ୍ଯା । ଟାଙ୍ଗ ଜୋର ଉପରେ ସ୍ଥାୟୀ ପୋଲଟିଏ ନଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଏହି ସେତୁ ନିର୍ମାଣ ପରେ ୪ଟି ପଞ୍ଚାୟତ ଝରିଆଲ, ଠେମରା, ଗରେଇଁ ଲେବଡାର ଲୋକେ ଉପକୃତ ହୋଇପାରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ୬ ଲକ୍ଷ ୬୬ହଜାର ୯୬ ଟଙ୍କାରେ ନିର୍ମାଣ ହେଇଛି ବିଜୁ ସେତୁ ।

Related Articles

Back to top button
WP Twitter Auto Publish Powered By : XYZScripts.com